| ଇଂରାଜୀରେ ଟାଇପ୍ | ଓଡ଼ିଆରେ ହେବ | ବ୍ୟବହାର |
|---|---|---|
| bikraya | ବିକ୍ରୟ | ବିକ୍ରୟ |
| dalil | ଦଲିଲ | ଦଲିଲ |
| jami | ଜମି | ଜମି |
| kreta | କ୍ରେତା | କ୍ରେତା |
| bikreta | ବିକ୍ରେତା | ବିକ୍ରେତା |
| uttara / dakhina / purba / west | ଉତ୍ତର / ଦକ୍ଷିଣ / ପୂର୍ବ / ପଶ୍ଚିମ | ସୀମା |
| 12345 | ୧୨୩୪୫ | ଟାଇପିଂ ଫିଲ୍ଡରେ ଓଡ଼ିଆ ଅଙ୍କ |
ଇଂରାଜୀ ଅକ୍ଷରରେ ଟାଇପ୍ କରି Space, Tab, Enter ଦବାନ୍ତୁ କିମ୍ବା ଫିଲ୍ଡ ଛାଡନ୍ତୁ। ସୁରକ୍ଷା ପାଇଁ Aadhaar, PAN, PIN, ତାରିଖ ଓ hidden field ବଦଳାଯିବ ନାହିଁ।
ଫର୍ମ କନଭର୍ଟର୍ ଯେଉଁ ନିୟମ ବ୍ୟବହାର କରେ, ସେହି ନିୟମଗୁଡ଼ିକ ଏଠାରେ ଦିଆଯାଇଛି। ସ୍ୱରବର୍ଣ୍ଣ, ମାତ୍ରା, ବ୍ୟଞ୍ଜନ ଓ ଯୁକ୍ତାକ୍ଷର ଦେଖିବାକୁ ଖୋଲନ୍ତୁ।